TosUpdateDecline

We're very sorry, butUnfortunately, there are no other options. Unlike other apps, Telegram does not use user data for ad targeting or other commercial purposes. Telegram only stores the information it needs to function as a feature-rich cloud service. You can adjust how your data is used in Privacy and Security settings.

If you are not comfortable with Telegram's modest needs, it won't be possible for us to provide you with
this means we must part ways here. Unlike others, we don't use your data for ad targeting or other commercial purposes. Telegram only stores the information it needs to function as a feature-rich cloud service. You can adjust how we use your data (e.g., delete synced contacts) in Privacy & Security settings.

But if you're generally not OK with Telegram's modest needs, it won't be possible for us to provide this service. You can deactivate your account now — or look around some more and deactivate it later if you feel you're not happy with the way we use your data
.
422
Applied
ଆମେ ବହୁତ ଦୁଃଖିତ, କିନ୍ତୁ ଏହାର ଅର୍ଥ ହେଉଛି ନିଶ୍ଚିତ ଭାବେ ଆମ ରାସ୍ତା ଏଇଠୁ ଅଲଗା ହୋଇଯିବ। ଅନ୍ୟମାନଙ୍କ ପରି, ଆମେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ ଉଦ୍ଦେଶ୍ୟରେ ଆପଣଙ୍କ ତଥ୍ୟ ବ୍ୟବହାର କରୁନାହୁଁ। ଟେଲିଗ୍ରାମ କେବଳ ଏକ ବୈଶିଷ୍ଟ୍ୟ-ସମୃଦ୍ଧ କ୍ଲାଉଡ଼୍ ସେବା ଭାବରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ କରୁଥିବା ସୂଚନା ସଂରକ୍ଷଣ କରେ। ଆମେ କିପରି ଆପଣଙ୍କର ତଥ୍ୟ ବ୍ୟବହାର କରୁ (ଯଥା ସିଙ୍କ୍ ହୋଇଥିବା ଯୋଗାଯୋଗ ବିଲୋପ କରିବା)ତାହା ଗୋପନୀୟତା ଏବଂ ସୁରକ୍ଷା ସେଟିଙ୍ଗ୍ସରେ ଆପଣ ଆଡ଼ଜଷ୍ଟ କରିପାରିବେ।

କିନ୍ତୁ ଯଦି ଆପଣ ସାଧାରଣତଃ ଟେଲିଗ୍ରାମର ସାମାନ୍ୟ ଆବଶ୍ୟକତା ସହିତ ସହମତ ନୁହଁନ୍ତି, ତେବେ ଏହି ସେବା ଯୋଗାଇବା ଆମ ପକ୍ଷେ ସମ୍ଭବପର ନୁହେଁ। ଆପଣ ବର୍ତ୍ତମାନ ଆପଣଙ୍କର ଖାତାକୁ ନିଷ୍କ୍ରିୟ କରିପାରିବେ -- କିମ୍ବା କିଛି ଅଧିକ ଦେଖନ୍ତୁ ଏବଂ ପରେ ଏହାକୁ ନିଷ୍କ୍ରିୟ କରନ୍ତୁ ଯଦି ଆମେ ଆପଣଙ୍କର ତଥ୍ୟ ଯେଭଳି ବ୍ୟବହାର କରୁଛୁ ସେଥିରେ ଆପଣ ଖୁସି ନୁହଁନ୍ତି ବୋଲି ଅନୁଭବ କରୁଛନ୍ତି।
735/422
/ʞk, May 31, 2020 at 14:43
Applied
ଆମେ ବହୁତ ଦୁଃଖିତ, କିନ୍ତୁ ଏହାର ଅର୍ଥ ହେଉଛି ନିଶ୍ଚିତ ଭାବେ ଆମ ରାସ୍ତା ଏଇଠୁ ଅଲଗା ହୋଇଯିବ। ଅନ୍ୟମାନଙ୍କ ପରି, ଆମେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ ଉଦ୍ଦେଶ୍ୟରେ ଆପଣଙ୍କ ତଥ୍ୟ ବ୍ୟବହାର କରୁନାହୁଁ। ଟେଲିଗ୍ରାମ କେବଳ ଏକ ବୈଶିଷ୍ଟ୍ୟ-ସମୃଦ୍ଧ କ୍ଲାଉଡ୍ ସେବା ଭାବରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ କରୁଥିବା ସୂଚନା ସଂରକ୍ଷଣ କରେ। ଆମେ କିପରି ଆପଣଙ୍କର ତଥ୍ୟ ବ୍ୟବହାର କରୁ (ଯଥା ସିଙ୍କ୍ ହୋଇଥିବା ଯୋଗାଯୋଗ ବିଲୋପ କରିବା)ତାହା ଗୋପନୀୟତା ଏବଂ ସୁରକ୍ଷା ସେଟିଙ୍ଗ୍ସରେ ଆପଣ ଆଡ଼ଜଷ୍ଟ କରିପାରିବେ।

କିନ୍ତୁ ଯଦି ଆପଣ ସାଧାରଣତଃ ଟେଲିଗ୍ରାମର ସାମାନ୍ୟ ଆବଶ୍ୟକତା ସହିତ ସହମତ ନୁହଁନ୍ତି, ତେବେ ଏହି ସେବା ଯୋଗାଇବା ଆମ ପକ୍ଷେ ସମ୍ଭବପର ନୁହେଁ। ଆପଣ ବର୍ତ୍ତମାନ ଆପଣଙ୍କର ଖାତାକୁ ନିଷ୍କ୍ରିୟ କରିପାରିବେ -- କିମ୍ବା କିଛି ଅଧିକ ଦେଖନ୍ତୁ ଏବଂ ପରେ ଏହାକୁ ନିଷ୍କ୍ରିୟ କରନ୍ତୁ ଯଦି ଆମେ ଆପଣଙ୍କର ତଥ୍ୟ ଯେଭଳି ବ୍ୟବହାର କରୁଛୁ ସେଥିରେ ଆପଣ ଖୁସି ନୁହଁନ୍ତି ବୋଲି ଅନୁଭବ କରୁଛନ୍ତି।
734/422
/ʞk, May 1, 2020 at 13:12