Search in:
All
All
Key
Text
Odi
English
Afrikaans
Albanian
Amharic
Arabic
Armenian
Azerbaijani
Basque
Belarusian
Bengali
Bulgarian
Burmese
Catalan
Chinese (Simplified)
Chinese (Traditional)
Croatian
Czech
Danish
Dutch
Esperanto
Estonian
Filipino
Finnish
French
Galician
Georgian
German
Greek
Gujarati
Hebrew
Hindi
Hungarian
Indonesian
Irish
Italian
Japanese
Kannada
Kazakh
Khmer
Korean
Latvian
Lithuanian
Malay
Malayalam
Maltese
Marathi
Nepali
Norwegian (Bokmål)
Odia
Persian
Polish
Portuguese (Brazil)
Portuguese (Portugal)
Romanian
Russian
Serbian
Slovak
Slovene
Spanish
Swahili
Swedish
Tajik
Tamil
Telugu
Thai
Turkish
Turkmen
Ukrainian
Urdu
Uzbek
Vietnamese
Android
All Apps
Android
Login
Translations
Odi
Android
Log In
Languages
Odi
Odiaa
English
Odi
Other languages...
Apps
Android
Android
Sections
Log In
All Sections
Unused
Log In
Chat List
Private chats
Groups And Channels
Profile
Settings
Stories
Camera And Media
Bots And Payments
Passport
General
Unsorted
Log In
181
181 phrases
•
85 screenshots
ଇଂରାଜୀରେ ଜାରି ରଖନ୍ତୁ
ContinueOnThisLanguage
?
ଟେଲିଗ୍ରାମ୍
Page1Title
?
ଦୁନିଆର **ଦ୍ରୁତତମ** ବାର୍ତ୍ତା ପ୍ରେରଣ ଆପ୍।
ଏହା **ମାଗଣା** ଏବଂ **ସୁରକ୍ଷିତ**।
Page1Message
?
ବାର୍ତ୍ତା ପଠାଇବା ଆରମ୍ଭ କରନ୍ତୁ
StartMessaging
?
ଦ୍ରୁତ
Page2Title
?
**ଟେଲିଗ୍ରାମ୍** ଅନ୍ୟ କୌଣସି ଆପ୍ଲିକେଶନ୍ ଅପେକ୍ଷା ଦ୍ରୁତତର ବାର୍ତ୍ତା ପହଞ୍ଚାଇଥାଏ।
Page2Message
?
ମାଗଣା
Page3Title
?
**ଟେଲିଗ୍ରାମ୍** ସବୁଦିନ ପାଇଁ ମାଗଣା। କୌଣସି ବିଜ୍ଞାପନ ନାହିଁ। କୌଣସି ସଦସ୍ୟତା ଦେୟ ନାହିଁ।
Page3Message
?
ଶକ୍ତିଶାଳୀ
Page5Title
?
**ଟେଲିଗ୍ରାମ୍**ର ଆପଣଙ୍କ ମିଡ଼ିଆ ଓ ଚାଟ୍ର ଆକାର ଉପରେ କୌଣସି ସୀମା ନାହିଁ।
Page5Message
?
ସୁରକ୍ଷିତ
Page4Title
?
**ଟେଲିଗ୍ରାମ୍** ଆପଣଙ୍କର ବାର୍ତ୍ତାକୁ ହ୍ଯାକର୍ ଆକ୍ରମଣରୁ ସୁରକ୍ଷିତ ରଖିଥାଏ।
Page4Message
?
କ୍ଲାଉଡ଼୍-ଆଧାରିତ
Page6Title
?
**ଟେଲିଗ୍ରାମ୍** ଆପଣଙ୍କୁ ଆପଣଙ୍କ ବାର୍ତ୍ତାଗୁଡ଼ିକୁ ଏକାଧିକ ଉପକରଣରୁ ଆକ୍ସେସ୍ କରିବାକୁ ଦେଇଥାଏ।
Page6Message
?
ଆପଣଙ୍କ ଫୋନ ନମ୍ୱର
YourNumber
?
ଦୟାକରି ଆପଣଙ୍କର ଦେଶର କୋଡ଼୍ ସୁନିଶ୍ଚିତ କରନ୍ତୁ ଏବଂ ଆପଣଙ୍କର ଫୋନ୍ ନମ୍ବର୍ ପ୍ରବେଶ କରନ୍ତୁ।
StartText
?
ଦେଶ
Country
?
ଫୋନ ନମ୍ୱର
PhoneNumber
?
ଯୋଗାଯୋଗ ସିଙ୍କ୍ କରନ୍ତୁ
SyncContacts
?
ଦୟାକରି ଟେଲିଗ୍ରାମ୍କୁ ଏସ୍.ଏମ୍.ଏସ୍. ଗ୍ରହଣ କରିବାକୁ ଅନୁମତି ଦିଅନ୍ତୁ ଯାହା ଦ୍ୱାରା ଆମେ ସ୍ୱୟଂଚାଳିତ ଭାବରେ ଆପଣଙ୍କ ପାଇଁ ଆପଣଙ୍କ କୋଡ଼୍ ପ୍ରବେଶ କରିପାରିବା।
AllowReadSms
?
ଦେଶ କୋଡ଼୍ ଅମାନ୍ୟ ଅଟେ
WrongCountry
?
ଫୋନ୍ ନମ୍ବର୍ ଅମାନ୍ୟ ଅଟେ। ଦୟାକରି ନମ୍ବର୍ ଯାଞ୍ଚ କରନ୍ତୁ ଏବଂ ପୁନର୍ବାର ଚେଷ୍ଟା କରନ୍ତୁ।
InvalidPhoneNumber
?
ଫୋନ୍ ଯାଞ୍ଚ
YourCode
?
ଆମେ ଆପଣଙ୍କ ଫୋନ୍ **
%1$s
**କୁ ଆକ୍ଟିଭେସନ୍ କୋଡ଼୍ ଏକ ଏସ୍.ଏମ୍.ଏସ୍. ସହିତ ପଠାଇଛୁ।
SentSmsCode
?
କୋଡ଼୍
Code
?
ଟେଲିଗ୍ରାମ୍ ଆପଣଙ୍କୁ
%1$d
:
%2$02d
ସମୟ ଭିତରେ କଲ୍ କରିବ
CallText
?
ଭୁଲ ନମ୍ବର୍?
WrongNumber
?
ଆପଣଙ୍କୁ କଲ୍ କରୁଛୁ…
Calling
?
କୋଡ଼ ପାଇ ନାହାଁନ୍ତି କି?
DidNotGetTheCode
?
ପ୍ରୋଫାଇଲ ତଥ୍ୟ
RegistrationProfileInfo
?
ଆପଣଙ୍କ ନାମ ପ୍ରବେଶ କରନ୍ତୁ ଓ ଏକ ପ୍ରୋଫାଇଲ୍ ଫୋଟୋ ଯୋଡ଼ନ୍ତୁ।
RegisterText2
?
ନାମ (ଆବଶ୍ୟକ)
FirstName
?
ସାଙ୍ଗିଆ (ଇଚ୍ଛାଧୀନ)
LastName
?
ଫୋଟୋ ବାଛନ୍ତୁ
ChoosePhoto
?
ଫୋଟୋ ଉଠାନ୍ତୁ
ChooseTakePhoto
?
ଗ୍ୟାଲେରୀରୁ ଅପଲୋଡ଼୍ କରନ୍ତୁ
ChooseFromGallery
?
କୋଡ଼୍ ଅବଧି ଶେଷ ହୋଇଛି, ଦୟାକରି ଆଉଥରେ ଲଗ୍ଇନ୍ କରନ୍ତୁ।
CodeExpired
?
ଟେଲିଗ୍ରାମ୍ ଷ୍ଟୋରେଜ୍ ଆକ୍ସେସ୍ ଆବଶ୍ୟକ କରେ ଯାହା ଦ୍ୱାରା ଆପଣ ଫୋଟୋ, ଭିଡ଼ିଓ, ଗୀତ ଏବଂ ଅନ୍ୟାନ୍ୟ ମିଡ଼ିଆ ପଠାଇ ପାରିବେ ଏବଂ ସଞ୍ଚୟ କରିପାରିବେ।
PermissionStorage
?
ଆପଣଙ୍କ ପାସୱାର୍ଡ଼
YourPasswordHeader
?
Two-Step Verification enabled. Your account is protected with an additional password.
LoginPasswordTextShort
?
ପାସୱାର୍ଡ଼ ପ୍ରବେଶ କରନ୍ତୁ
EnterPassword
?
ପାସୱାର୍ଡ଼୍ ଭୁଲିଗଲେ କି?
ForgotPassword
?
ଆପଣ ପ୍ରଦାନ କରିଥିବା ଇମେଲ୍ ଠିକଣାକୁ ଆମେ ଏକ ପୁନରୁଦ୍ଧାର କୋଡ଼୍ ପଠାଇଛୁ:
%1$s
RestoreEmailSent
?
Enter your Telegram passcode
EnterYourTelegramPasscode
?
ଟେଲିଗ୍ରାମ୍
AppName
?
ଜାରି ରଖିବାକୁ ଆପଣଙ୍କର ଫିଙ୍ଗରପ୍ରିଣ୍ଟ୍ ସୁନିଶ୍ଚିତ କରନ୍ତୁ
FingerprintInfo
?
ଫିଙ୍ଗର୍ପ୍ରିଣ୍ଟ୍ ଚିହ୍ନି ହେଉନାହିଁ। ପୁଣି ଥରେ ଚେଷ୍ଟା କରନ୍ତୁ।
FingerprintNotRecognized
?
ଅମାନ୍ୟ ଇମେଲ୍ ଠିକଣା। ଦୟାକରି ଯାଞ୍ଚ କରନ୍ତୁ ଯେ ଆପଣ ଏହାକୁ ସଠିକ୍ ଭାବରେ ପ୍ରବେଶ କରିଛନ୍ତି କି ନାହିଁ ଏବଂ ପୁନର୍ବାର ଚେଷ୍ଟା କରନ୍ତୁ।
PasswordEmailInvalid
?
ଠିକ ଅଛି
OK
?
ଚେତାବନୀ
ResetMyAccountWarning
?
ଏହି କାର୍ଯ୍ୟକୁ ପୂର୍ବବତ୍ କରାଯାଇପାରିବ ନାହିଁ।
ଯଦି ଆପଣ ଆପଣଙ୍କର ଖାତାକୁ ରିସେଟ୍ କରନ୍ତି, ଆପଣଙ୍କର ସମସ୍ତ ବାର୍ତ୍ତା ଏବଂ ଚାଟ୍ ବିଲୋପ ହୋଇଯିବ।
ResetMyAccountWarningText
?
ଖାତା ରିସେଟ୍ କରନ୍ତୁ
ResetAccountButton
?
କ୍ଷମା କରିବେ
RestorePasswordNoEmailTitle
?
ଯଦି ଆପଣ ଆପଣଙ୍କର ଇମେଲକୁ ଆପଣଙ୍କ ଆକ୍ସେସ୍ ରିସେଟ୍ କରିପାରୁନାହାନ୍ତି, ଆପଣଙ୍କର ଅବଶିଷ୍ଟ ବିକଳ୍ପଗୁଡ଼ିକ ହେଉଛି ଆପଣଙ୍କ ପାସୱାର୍ଡ଼୍ ମନେ ରଖିବା କିମ୍ବା ଆପଣଙ୍କର ଖାତାକୁ ରିସେଟ୍ କରିବା।
RestoreEmailTroubleText
?
ପାସୱାର୍ଡ଼୍ ପୁନରୁଦ୍ଧାର
PasswordRecovery
?
କୋଡ଼୍
PasswordCode
?
ଦୟାକରି ଆପଣଙ୍କ ଇମେଲ୍ ଯାଞ୍ଚ କରନ୍ତୁ ଏବଂ ଆମେ ଆପଣଙ୍କୁ ପଠାଇଥିବା 6 ଅଙ୍କ ବିଶିଷ୍ଟ କୋଡ଼୍ ପ୍ରବେଶ କରନ୍ତୁ।
RestoreEmailSentInfo
?
ଆପଣଙ୍କର ଇମେଲ୍
%1$s
କୁ ଆକ୍ସେସ୍ କରିବାରେ ଅସୁବିଧା ହେଉଛି କି?
RestoreEmailTrouble
?
ନାମ ଅମାନ୍ୟ ଅଟେ
InvalidFirstName
?
ଆପଣ ନିଶ୍ଚିତ କି ଆପଣ ପଞ୍ଜୀକରଣ ବାତିଲ କରିବାକୁ ଚାହିଁଛନ୍ତି?
AreYouSureRegistration
?
ଖାତା ରିସେଟ୍ କରନ୍ତୁ
ResetAccount
?
ଯେହେତୁ ଖାତା **
%1$s
** ସକ୍ରିୟ ଅଛି ଏବଂ ଏହା ଏକ ପାସୱାର୍ଡ଼୍ ଦ୍ୱାରା ସୁରକ୍ଷିତ, ଆମେ ସୁରକ୍ଷା ଉଦ୍ଦେଶ୍ୟରେ ଏହାକୁ 1 ସପ୍ତାହ ମଧ୍ୟରେ ବିଲୋପ କରିବୁ।
ଆପଣ ଏହି ପ୍ରକ୍ରିୟାକୁ ଯେକୋୖଣସି ସମୟରେ ବାତିଲ କରିପାରିବେ।
ResetAccountInfo
?
ଆପଣ ଆପଣଙ୍କର ଖାତାକୁ ରିସେଟ୍ କରିବାକୁ ସମର୍ଥ ହେବାକୁ ସମୟ:
ResetAccountStatus
?
**
%1$d
** ଦିନ
**
%1$d
** ଦିନ
DaysBold
?
**
%1$d
** ଘଣ୍ଟା
**
%1$d
** ଘଣ୍ଟା
HoursBold
?
**
%1$d
** ମିନିଟ୍
**
%1$d
** ମିନିଟ୍
MinutesBold
?
**
%1$d
** ସେକେଣ୍ଡ୍
**
%1$d
** ସେକେଣ୍ଡ୍
SecondsBold
?
ଖାତା ରିସେଟ୍ ବାତିଲ କରନ୍ତୁ
CancelAccountReset
?
ଆପଣଙ୍କର ଫୋନ୍ ନମ୍ବର **
%1$s
** ଆକ୍ସେସ୍ କରିପାରୁଥିବା ଏକ ବ୍ୟକ୍ତି ଆପଣଙ୍କର ଟେଲିଗ୍ରାମ ଖାତା ବିଲୋପ କରିବାକୁ ଏବଂ ଆପଣଙ୍କର 2-ସ୍ତର ଯାଞ୍ଚ ପାସୱାର୍ଡ଼୍ ରିସେଟ୍ କରିବାକୁ ଅନୁରୋଧ କରିଛନ୍ତି।
ଯଦି ଏହା ଆପଣ ନୁହଁନ୍ତି, ଦୟାକରି କୋଡ଼୍ ପ୍ରବେଶ କରନ୍ତୁ ଯାହା ଆମେ ଆପଣଙ୍କ ନମ୍ବରକୁ ଏସ୍.ଏମ୍.ଏସ୍. ମାଧ୍ୟମରେ ପଠାଇଛୁ।
CancelAccountResetInfo
?
ଲିଙ୍କ୍ ଅମାନ୍ୟ ଅଟେ କିମ୍ବା ଏହାର ଅବଧି ଶେଷ ହୋଇଛି।
CancelLinkExpired
?
ଏହି ଖାତାକୁ ପୁଣି ରିସେଟ୍ କରିବାକୁ ଆପଣଙ୍କର ସମ୍ପ୍ରତି ପ୍ରୟାସ ଏହାର ସକ୍ରିୟ ବ୍ୟବହାରକାରୀ ଦ୍ୱାରା ବାତିଲ୍ ହୋଇଛି। ଦୟାକରି 7 ଦିନ ପରେ ପୁନର୍ବାର ଚେଷ୍ଟା କରନ୍ତୁ।
ResetAccountCancelledAlert
?
ଆପଣଙ୍କ ଖାତା
%1$s
ପାଇଁ ବିଲୋପ ପ୍ରକ୍ରିୟା ବାତିଲ ହେଲା। ଆପଣ ବର୍ତ୍ତମାନ ଏହି ୱିଣ୍ଡୋ ବନ୍ଦ କରିପାରିବେ।
CancelLinkSuccess
?
ଏହି ଫୋନ୍ ନମ୍ବର୍ଟି ବ୍ୟାନ୍ ହୋଇଛି।
BannedPhoneNumber
?
ସହାୟତା
BotHelp
?
ବହୁତ ଥର ଚେଷ୍ଟା, ଦୟାକରି
%1$s
ରେ ପୁନର୍ବାର ଚେଷ୍ଟା କରନ୍ତୁ।
FloodWaitTime
?
ବହୁତ ଥର ଚେଷ୍ଟା, ଦୟାକରି ପରେ ପୁନର୍ବାର ଚେଷ୍ଟା କରନ୍ତୁ।
FloodWait
?
କ୍ଷମା କରିବେ, ସମ୍ପ୍ରତି ଆପଣ ଆପଣଙ୍କର ଖାତାକୁ ବହୁତ ଥର ବିଲୋପ ଓ ପୁନଃ-ସୃଷ୍ଟି କରିଛନ୍ତି। ପୁନର୍ବାର ସାଇନ୍ ଅପ୍ କରିବା ପୂର୍ବରୁ ଦୟାକରି କିଛି ଦିନ ଅପେକ୍ଷା କରନ୍ତୁ।
PhoneNumberFlood
?
ଯେହେତୁ ଆପଣ ଆପଣଙ୍କର ପାସୱାର୍ଡ଼୍ ସେଟ୍ ଅପ୍ କରିବା ସମୟରେ ଏକ ପୁନରୁଦ୍ଧାର ଇମେଲ୍ ପ୍ରଦାନ କରିନାହାଁନ୍ତି, ଆପଣଙ୍କର ଅବଶିଷ୍ଟ ବିକଳ୍ପଗୁଡ଼ିକ ହେଉଛି ଆପଣଙ୍କର ପାସୱାର୍ଡ଼୍ ମନେ ରଖିବା କିମ୍ବା ଆପଣଙ୍କ ଖାତାକୁ ରିସେଟ୍ କରିବା।
RestorePasswordNoEmailText
?
ବନ୍ଦ କରନ୍ତୁ
Close
?
ନେଟୱାର୍କ ପାଇଁ ଅପେକ୍ଷାରତ…
WaitingForNetwork
?
ଆମେ ଆପଣଙ୍କ ଫୋନକୁ **
%1$s
**କୁ କଲ କରୁଛୁ। କଲ୍ ଗ୍ରହଣ କରନ୍ତୁ ନାହିଁ, ଟେଲିଗ୍ରାମ ସ୍ୱୟଂଚାଳିତ ଭାବରେ ସବୁକିଛି ପ୍ରକ୍ରିୟାକରଣ କରିବ।
SentCallCode
?
%1$d
:
%2$02d
ସମୟ ମଧ୍ୟରେ ଆପଣଙ୍କୁ ଏକ ଏସ୍.ଏମ୍.ଏସ୍. ପଠାଉଛୁ
SmsText
?
କୋଡ଼୍ ଅମାନ୍ୟ ଅଟେ
InvalidCode
?
ଆମେ ଆପଣଙ୍କର ଅନ୍ୟ ଉପକରଣରେ ଥିବା **ଟେଲିଗ୍ରାମ୍** ଆପକୁ କୋଡ଼୍ ପଠାଇଛୁ।
SentAppCode
?
ଆପଣଙ୍କର ପାସକୋଡ଼୍ ପ୍ରବେଶ କରନ୍ତୁ
EnterYourPasscode
?
ଏହି ଖାତାଟି ଏହି ଆପ ରେ ଆଗରୁ ଲଗ୍ ଇନ୍ ହୋଇସାରିଛି।
AccountAlreadyLoggedIn
?
ବଦଳାନ୍ତୁ
AccountSwitch
?
ଏହି ଉପକରଣର ଯୋଗାଯୋଗକୁ ଏହି ଖାତାରେ ଯୋଡ଼ାଯିବ ନାହିଁ।
SyncContactsOff
?
ଏହି ଉପକରଣର ଯୋଗାଯୋଗକୁ ଏହି ଖାତାରେ ଯୋଡ଼ାଯିବ।
SyncContactsOn
?
ଟେଲିଗ୍ରାମ୍ ଅଦ୍ୟତନ କରନ୍ତୁ
UpdateTelegram
?
ଅଦ୍ୟତନ କରନ୍ତୁ
Update
?
ପରେ
Later
?
ଏବେ ଅଦ୍ୟତନ କରନ୍ତୁ
UpdateNow
?
ସେବା ସର୍ତ୍ତାବଳୀ
TermsOfService
?
ଆମେ ବହୁତ ଦୁଃଖିତ, କିନ୍ତୁ ଏହାର ଅର୍ଥ ହେଉଛି ନିଶ୍ଚିତ ଭାବେ ଆମ ରାସ୍ତା ଏଇଠୁ ଅଲଗା ହୋଇଯିବ। ଅନ୍ୟମାନଙ୍କ ପରି, ଆମେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ ଉଦ୍ଦେଶ୍ୟରେ ଆପଣଙ୍କ ତଥ୍ୟ ବ୍ୟବହାର କରୁନାହୁଁ। ଟେଲିଗ୍ରାମ କେବଳ ଏକ ବୈଶିଷ୍ଟ୍ୟ-ସମୃଦ୍ଧ କ୍ଲାଉଡ଼୍ ସେବା ଭାବରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ କରୁଥିବା ସୂଚନା ସଂରକ୍ଷଣ କରେ। ଆମେ କିପରି ଆପଣଙ୍କର ତଥ୍ୟ ବ୍ୟବହାର କରୁ (ଯଥା ସିଙ୍କ୍ ହୋଇଥିବା ଯୋଗାଯୋଗ ବିଲୋପ କରିବା)ତାହା ଗୋପନୀୟତା ଏବଂ ସୁରକ୍ଷା ସେଟିଙ୍ଗ୍ସରେ ଆପଣ ଆଡ଼ଜଷ୍ଟ କରିପାରିବେ।
କିନ୍ତୁ ଯଦି ଆପଣ ସାଧାରଣତଃ ଟେଲିଗ୍ରାମର ସାମାନ୍ୟ ଆବଶ୍ୟକତା ସହିତ ସହମତ ନୁହଁନ୍ତି, ତେବେ ଏହି ସେବା ଯୋଗାଇବା ଆମ ପକ୍ଷେ ସମ୍ଭବପର ନୁହେଁ। ଆପଣ ବର୍ତ୍ତମାନ ଆପଣଙ୍କର ଖାତାକୁ ନିଷ୍କ୍ରିୟ କରିପାରିବେ -- କିମ୍ବା କିଛି ଅଧିକ ଦେଖନ୍ତୁ ଏବଂ ପରେ ଏହାକୁ ନିଷ୍କ୍ରିୟ କରନ୍ତୁ ଯଦି ଆମେ ଆପଣଙ୍କର ତଥ୍ୟ ଯେଭଳି ବ୍ୟବହାର କରୁଛୁ ସେଥିରେ ଆପଣ ଖୁସି ନୁହଁନ୍ତି ବୋଲି ଅନୁଭବ କରୁଛନ୍ତି।
TosUpdateDecline
?
ପଛକୁ ଯାଆନ୍ତୁ
Back
?
ପ୍ରତ୍ୟାଖ୍ୟାନ ଓ ବିଲୋପ କରନ୍ତୁ
DeclineDeactivate
?
ଗୋପନୀୟତା ନୀତି ଏବଂ ସେବା ସର୍ତ୍ତାବଳୀ
PrivacyPolicyAndTerms
?
ପ୍ରତ୍ୟାଖ୍ୟାନ କରନ୍ତୁ
Decline
?
ସ୍ୱୀକାର କରନ୍ତୁ
Accept
?
ଖାତା ରିସେଟ୍ କରନ୍ତୁ
ResetMyAccountWarningReset
?
ଦୟାକରି ଟେଲିଗ୍ରାମକୁ କଲ ଗ୍ରହଣ କରିବାକୁ ଅନୁମତି ଦିଅନ୍ତୁ ଯାହା ଦ୍ୱାରା ଆମେ ସ୍ୱୟଂଚାଳିତ ଭାବରେ ଆପଣଙ୍କର ଫୋନ୍ ନମ୍ବର ନିଶ୍ଚିତ କରିପାରିବା।
AllowReadCallAndSms
?
ଆପଣଙ୍କ ନାମ
YourName
?
ସାଇନ୍ ଅପ୍ କରିବା ଦ୍ୱାରା,
ଆପଣ *ସେବା ସର୍ତ୍ତାବଳୀ*ରେ ରାଜି ହୁଅନ୍ତି।
TermsOfServiceLogin
?
କୋଡ଼୍ ପ୍ରବେଶ କରନ୍ତୁ
SentSmsCodeTitle
?
କୋଡ଼୍ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଫୋନକୁ **
%1$s
**କୁ କଲ କରୁଛୁ।
SentCallOnly
?
ଆପଣ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ଚାହୁଁଛନ୍ତି କି?
StopVerification
?
ବନ୍ଦ କରନ୍ତୁ
Stop
?
ଜାରି ରଖନ୍ତୁ
Continue
?
ଚେତାବନୀ, ଏହା ଆପଣଙ୍କର ଟେଲିଗ୍ରାମ ଖାତାକୁ ଆପଣ ଟେଲିଗ୍ରାମ୍ କ୍ଲାଉଡ଼୍ରେ ସଂରକ୍ଷଣ କରିଥିବା ସମସ୍ତ ତଥ୍ୟ ସହିତ ବିଲୋପ କରିବ।
ଗୁରୁତ୍ୱପୂର୍ଣ୍ଣ: ଆପଣ ବର୍ତ୍ତମାନ ବାତିଲ୍ କରିପାରିବେ ଏବଂ ସମସ୍ତ ତଥ୍ୟ ହରାଇବା ପରିବର୍ତ୍ତେ ଆପଣଙ୍କର ଖାତା ବିଲୋପ କରିବା ପୂର୍ବରୁ ଆପଣଙ୍କର ତଥ୍ୟ ଏକ୍ସପୋର୍ଟ କରିପାରିବେ। (ଏହା କରିବା ପାଇଁ, ଟେଲିଗ୍ରାମ ଡେସ୍କଟପ୍ର ସର୍ବଶେଷ ସଂସ୍କରଣ ଖୋଲନ୍ତୁ ଏବଂ "ସେଟିଙ୍ଗ୍ସ > ଟେଲିଗ୍ରାମ ଡାଟା ଏକ୍ସପୋର୍ଟ କରନ୍ତୁ"କୁ ଯାଆନ୍ତୁ)
TosDeclineDeleteAccount
?
ବର୍ତ୍ତମାନ ବିଲୋପ କରନ୍ତୁ
Deactivate
?
ଏକ ନୂତନ ପାସୱାର୍ଡ଼୍ ପ୍ରବେଶ କରନ୍ତୁ
PleaseEnterNewFirstPassword
?
ପାସୱାର୍ଡ଼୍
LoginPassword
?
କ୍ୟୁଆର୍ କୋଡ଼୍ ସ୍କାନ୍ କରନ୍ତୁ
AuthAnotherClient
?
*Desktop.telegram.org* ରୁ ଆପଣଙ୍କ କମ୍ପ୍ୟୁଟରରେ ଟେଲିଗ୍ରାମ୍ ଡାଉନଲୋଡ଼୍ କରନ୍ତୁ।
AuthAnotherClientInfo1
?
କ୍ୟୁଆର୍ କୋଡ଼୍ ପାଇବା ପାଇଁ ଟେଲିଗ୍ରାମ୍ ଡେସ୍କଟପ୍ ଚଲାନ୍ତୁ।
AuthAnotherClientInfo2
?
ଆପଣଙ୍କର ଖାତା ସଂଯୋଗ କରିବାକୁ କ୍ୟୁଆର୍ କୋଡ଼୍ ସ୍କାନ୍ କରନ୍ତୁ।
AuthAnotherClientInfo3
?
କ୍ୟୁଆର୍ କୋଡ଼୍ ସ୍କାନ୍ କରନ୍ତୁ
AuthAnotherClientScan
?
କୋଡ଼୍ ପ୍ରବେଶ କରନ୍ତୁ
EnterCode
?
**
%1$s
**କୁ ଆକ୍ସେସ୍ ଥିବା କେହିଜଣେ ଆପଣଙ୍କର ଟେଲିଗ୍ରାମ୍ ଖାତା ବିଲୋପ କରିବାକୁ ଏବଂ ଆପଣଙ୍କର ଦୁୁଇ-ସ୍ତର ବିଶିଷ୍ଟ ଯାଞ୍ଚ ପାସୱାର୍ଡ଼୍ ପୁନଃ ସେଟ୍ କରିବାକୁ ଅନୁରୋଧ କରିଛନ୍ତି।
ଯଦି ଏହା ଆପଣ ନୁହଁନ୍ତି, ଦୟାକରି ଆମେ ଏସଏମଏସ ମାଧ୍ୟମରେ ପଠାଇଥିବା କୋଡ୍ ପ୍ରବେଶ କରନ୍ତୁ। ଆପଣ *ଆପଣଙ୍କର ଫୋନ୍ ନମ୍ବର ପରିବର୍ତ୍ତନ କରି* ଏହାକୁ ବାତିଲ୍ ମଧ୍ୟ କରିପାରିବେ।
CancelAccountResetInfo2
?
Is this the correct number?
ConfirmCorrectNumber
?
ସହାୟତା
DidNotGetTheCodeHelpButton
?
ନମ୍ବର ସମ୍ପାଦନ କରନ୍ତୁ
DidNotGetTheCodeEditNumberButton
?
If you didn't get the code by SMS or call, please check your **cellular data settings** and phone number:
**
%1$s
**
Your remaining options are to try another number or to contact Telegram Support. Tap **Help** to send us the technical details so that we can identify the problem.
DidNotGetTheCodeInfo
?
Re-enter your passcode
ConfirmCreatePasscode
?
Passcodes don't match. Please try again.
PasscodesDoNotMatchTryAgain
?
ଦୟାକରି ଟେଲିଗ୍ରାମ୍କୁ କଲ୍ ଗ୍ରହଣ କରିବାକୁ ଅନୁମତି ଦିଅନ୍ତୁ ଯାହା ଦ୍ୱାରା ଆମେ ସ୍ୱୟଂଚାଳିତ ଭାବରେ ଆପଣଙ୍କର ଫୋନ୍ ନମ୍ବର୍ ସୁନିଶ୍ଚିତ କରିପାରିବା।
AllowFillNumber
?
ଦୟାକରି ଟେଲିଗ୍ରାମକୁ କଲ୍ ଲଗ୍ ପଢ଼ିବାକୁ ଅନୁମତି ଦିଅନ୍ତୁ ଯାହା ଦ୍ୱାରା ଆମେ ସ୍ୱୟଂଚାଳିତ ଭାବରେ ଆପଣଙ୍କ ପାଇଁ ଆପଣଙ୍କ କୋଡ଼୍ ପ୍ରବେଶ କରିପାରିବା।
AllowReadCallLog
?
ନମ୍ବର ସମ୍ପାଦନ କରନ୍ତୁ
EditNumber
?
Do you want to edit your number?
**
%1$s
**
If the number above is correct, please wait for the verification code.
EditNumberInfo
?
You can request a voice call in
%1$d
:
%2$02d
CallAvailableIn
?
ଆପଣଙ୍କର ଟେଲିଗ୍ରାମ୍ ବାର୍ତ୍ତାଗୁଡ଼ିକ ଯାଞ୍ଚ କରନ୍ତୁ
SentAppCodeTitle
?
ଏକ ଏସ୍.ଏମ୍.ଏସ୍. ଦ୍ଵାରା କୋଡ଼୍ ପଠାନ୍ତୁ
DidNotGetTheCodeSms
?
ନାମ
FirstNameSmall
?
ସାଙ୍ଗିଆ
LastNameSmall
?
ଭୁଲ କୋଡ଼, ଦୟାକରି ପୁଣି ଚେଷ୍ଟା କରନ୍ତୁ।
WrongCode
?
ଆମେ ବହୁତ ଦୁଃଖିତ, କିନ୍ତୁ ଏହାର ଅର୍ଥ ଆପଣ ଟେଲିଗ୍ରାମ ପାଇଁ ସାଇନ୍ ଅପ୍ କରିପାରିବେ ନାହିଁ।
ଆମେ ବହୁତ ଦୁଃଖିତ, କିନ୍ତୁ ଏହାର ଅର୍ଥ ହେଉଛି ନିଶ୍ଚିତ ଭାବେ ଆମ ରାସ୍ତା ଏଇଠୁ ଅଲଗା ହୋଇଯିବ। ଅନ୍ୟମାନଙ୍କ ପରି, ଆମେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ ଉଦ୍ଦେଶ୍ୟରେ ଆପଣଙ୍କ ତଥ୍ୟ ବ୍ୟବହାର କରୁନାହୁଁ। ଟେଲିଗ୍ରାମ କେବଳ ଏକ ବୈଶିଷ୍ଟ୍ୟ-ସମୃଦ୍ଧ କ୍ଲାଉଡ଼୍ ସେବା ଭାବରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ କରୁଥିବା ସୂଚନା ସଂରକ୍ଷଣ କରେ। ଆମେ କିପରି ଆପଣଙ୍କର ତଥ୍ୟ ବ୍ୟବହାର କରୁ (ଯଥା ସିଙ୍କ୍ ହୋଇଥିବା ଯୋଗାଯୋଗ ବିଲୋପ କରିବା)ତାହା ଗୋପନୀୟତା ଏବଂ ସୁରକ୍ଷା ସେଟିଙ୍ଗ୍ସରେ ଆପଣ ଆଡ଼ଜଷ୍ଟ କରିପାରିବେ।
କିନ୍ତୁ ଯଦି ଆପଣ ସାଧାରଣତଃ ଟେଲିଗ୍ରାମର ସାମାନ୍ୟ ଆବଶ୍ୟକତା ସହିତ ସହମତ ନୁହଁନ୍ତି, ତେବେ ଏହି ସେବା ଯୋଗାଇବା ଆମ ପକ୍ଷେ ସମ୍ଭବପର ନୁହେଁ।
TosDecline
?
ସାଇନ୍ ଅପ୍
SignUp
?
ଦୟାକରି ଟେଲିଗ୍ରାମକୁ କଲ୍ ଗ୍ରହଣ କରିବା ଏବଂ କଲ୍ ଲଗ୍ ପଢି଼ବାକୁ ଅନୁମତି ଦିଅନ୍ତୁ ଯାହା ଦ୍ୱାରା ଆମେ ସ୍ୱୟଂଚାଳିତ ଭାବରେ ଆପଣଙ୍କ ପାଇଁ ଆପଣଙ୍କ କୋଡ଼୍ ପ୍ରବେଶ କରିପାରିବୁ।
AllowReadCallAndLog
?
ଜାରି ରଖନ୍ତୁ
ContactsPermissionAlertContinue
?
Check Your Email
CheckYourEmail
?
Please enter the code we have sent to your email
%1$s
.
CheckYourEmailSubtitle
?
We've sent the code to the **Telegram app** for
%1$s
on your other device.
SentAppCodeWithPhone
?
Reset Email
LoginEmailResetTitle
?
You can change your login email if you are logged into Telegram from another device. Otherwise, if you don't have access to email
%1$s
, you can reset this email with an **SMS** code in **
%2$s
**.
LoginEmailResetMessage
?
Reset Login Email
LoginEmailResetButton
?
New Login Allowed
UnconfirmedAuthConfirmed
?
You can check the list of your active logins in **Settings > Devices**.
UnconfirmedAuthConfirmedMessage
?
New Login Prevented
New Logins Prevented
UnconfirmedAuthDeniedTitle
?
We have terminated the login attempt from
%s
.
UnconfirmedAuthDeniedMessageSingle
?
Never send your login code to anyone or you can lose your Telegram account!
UnconfirmedAuthDeniedWarning
?
Got it
GotIt
?
Someone just got access to your messages!
UnconfirmedAuthTitle
?
We detected a new login to your account from
%s
. Is it you?
UnconfirmedAuthSingle
?
Yes, it's me
UnconfirmedAuthConfirm
?
No, it’s not me!
UnconfirmedAuthDeny
?
Choose a login email
AddEmailTitle
?
You will receive Telegram login codes via email and not SMS. Please enter an email address to which you have access.
AddEmailSubtitle
?
Enter phrase from SMS
SMSPhraseTitle
?
We’ve sent an SMS with a secret phrase that starts with “**
%2$s
**” to your phone **
%1$s
**.
SMSPhraseBeginningText
?
Secret phrase
SMSPhrase
?
Enter Phrase from SMS
SMSPhraseHint
?
Paste
Paste
?
You can copy and paste the phrase here.
SMSPhrasePasteHint
?
For security reasons, you can't change your phone number from a device that you've just connected. Please use an earlier connection or wait for a few hours.
FreshChangePhoneForbidden
?
Please enter your phone number
or **log in using passkey >**
StartTextPasskey
?
ଟେଲିଗ୍ରାମ୍କୁ ସ୍ୱାଗତ
NoChats
?
ନିମ୍ନ ଡାହାଣ କୋଣରେ ପେନସିଲ ବଟନ୍ ଟ୍ୟାପ୍ କରି ବାର୍ତ୍ତା ପଠାଇବା ଆରମ୍ଭ କରନ୍ତୁ।
NoChatsHelp
?
Connecting your contacts...
ConnectingYourContacts
?
Login via QR instead
WearAuthIntroQrButton
?
Log In to Telegram
WearLoginQRTitle
?
Scan QR on mobile at
Devices > Add Device
WearLoginQRHint
?
ତୁମର ସମସ୍ତ ଉପକରଣରେ ବନ୍ଧୁମାନଙ୍କ ସହିତ ସଂଯୋଗ କରିବାକୁ, ତୁମର ଯୋଗାଯୋଗଗୁଡ଼ିକ ଟେଲିଗ୍ରାମର ଅତି ମାତ୍ରାରେ ଏନକ୍ରିପ୍ଟ ହୋଇଥିବା କ୍ଲାଉଡ଼୍ ସର୍ଭରଗୁଡ଼ିକ ସହିତ କ୍ରମାଗତ ଭାବରେ ସିଙ୍କ ହେବ।
PermissionContacts
?
ଆପଣ
%1$s
କିମ୍ବା ତଦୁର୍ଦ୍ଧ ବୋଲି ନିଶ୍ଚିତ କରିବାକୁ ସହମତ ବଟନ ଟ୍ୟାପ୍ କରନ୍ତୁ।
TosAgeText
?
ଦୟାକରି sms@stel.com କୁ ଆପଣଙ୍କର ସମସ୍ୟା ବର୍ଣ୍ଣନା କରି ଏକ ଇମେଲ୍ ପଠାନ୍ତୁ।
NoMailInstalled
?
କ୍ଷମା କରିବେ, ଏହି ସାଙ୍ଗିଆ ବ୍ୟବହାର ହୋଇପାରିବ ନାହିଁ
InvalidLastName
?
ବୟସ ଯାଞ୍ଚ
TosAgeTitle
?
ସହମତ
Agree
?
ଦୟାକରି ଟେଲିଗ୍ରାମକୁ କଲ ଗ୍ରହଣ କରିବାକୁ ଅନୁମତି ଦିଅନ୍ତୁ ଯାହା ଦ୍ୱାରା ଆମେ ସ୍ୱୟଂଚାଳିତ ଭାବରେ ଆପଣଙ୍କ ପାଇଁ ଆପଣଙ୍କ କୋଡ଼୍ ପ୍ରବେଶ କରିପାରିବୁ।
AllowReadCall
?
ଆପଣଙ୍କ ଭାଷା ମନୋନୟନ କରନ୍ତୁ
ChooseYourLanguage
?
ଅନ୍ୟାନ୍ଯ
ChooseYourLanguageOther
?